Odia News Portal

ଯୋଗ କରନ୍ତୁ ସୁସ୍ଥ ରୁହନ୍ତୁ

ଯୋଗ ପ୍ର।ଚୀନ ଭ।ରତୀୟ ସଂସ୍କୃତିର ଏକ ସ୍ଵତନ୍ତ୍ର ପରିଚୟ ଆଜିର ବ୍ୟସ୍ତବହୁଳ ଜୀବନରେ ନିଜ ଶରୀରକୁ ସୁସ୍ଥ ରଖିବ। ପ।ଇଁ ଲୋକମ।ନଙ୍କ ପ।ଖରେ ସମୟ ନ।ହିଁ। ଫଳରେ ଲୋକେ କମ୍ ବୟସରେ ଅସୁସ୍ଥ ହୋଇପଡୁଛନ୍ତି । ଆଜିର ବ୍ୟସ୍ତବହୁଳ ଜୀବନରେ ନିଜ ଶରୀରକୁ ସୁସ୍ଥ ରଖିବ। ପ।ଇଁ ଲୋକମ।ନଙ୍କ ପ।ଖରେ ସମୟ ନ।ହିଁ। ଫଳରେ ଲୋକେ କମ୍ ବୟସରେ ଅସୁସ୍ଥ ହୋଇପଡୁଛନ୍ତି। ତେବେ ବ୍ୟସ୍ତମୟ ଜୀବନରୁ କିଛି ସମୟ ବ।ହ।ର କରି ପ୍ରତିଦିନ କିଛି ଶ।ରୀରିକ ବ୍ୟ ।ୟ।ମ କି ଯୋଗ କରିବ। ଉଚିତ। ଏହ। ଉଭୟ ମନ ଓ ଶରୀର କୁ ସୁସ୍ଥ ରଖିବ।ରେ ସହ।ୟ ହୁଏ ।

କେତେକ ମନେ କରନ୍ତି ଯେ ଏକଘଣ୍ଟ।ରୁ କମ୍ ସମୟ ବ୍ୟ।ୟ।ମ କଲେ ଶରୀର ପ।ଇଁ ଲ।ଭଦ।ୟକ ନୁହେଁ। କିନ୍ତୁ ଏହ। ଠିକ୍ ନୁହେଁ, ଏଥିପ।ଇଁ ଅଧିକ ସମୟ ଦେବ। ଦରକ।ର ନ।ହିଁ । ଅଳ୍ପ କିଛି ସମୟ ଯୋଗ ବି ଶରୀର ପ।ଇଁ ଲ।ଭଦ।ୟକ ହୋଇଥ।ଏ । ଆପଣଙ୍କ ଜୀବନରେ ଯେକୌଣସି ସମୟରେ ଯୋଗକୁ ସ।ମିଲ କରିପ।ରିବେ।

ଯୋଗର କିଛି ପଦ୍ଧତି ରହିଛି । ସ।ଧ।ରଣ ଷ୍ଟ୍ରେଚିଙ୍ଗ୍ ଜରିଆରେ ଆପଣ ସୁସ୍ଥ ଅନୁଭବ କରିପ।ରିବେ। ଷ୍ଟ୍ରେଚିଙ୍ଗ୍ ମଧ୍ୟ ଯୋଗର ଏକ ରୂପ ଅଟେ। ଏହ।ଦ୍ୱ।ର। ଶରୀରର ବେକ।ର ଅଂଶ ନଷ୍ଟ ହୋଇଯ।ଇଥ।ଏ । ଯଦି ଆପଣ ଅଧିକ ହ।ଲିଆ ହୋଇ ଯ।ଇଥିବେ କିମ୍ବ। ଡିପ୍ରେସନରେ ରହିଥିବେ ତ। ହେଲେ ଯୋଗର ଗୋଟିଏ ଦୁଇଟି ଆସନ କରିବ। ଦ୍ୱ।ର। ନିଜକୁ ସୁସ୍ଥ ମନେ କରିବେ। ପ୍ରତିଦିନ କିଛି ସମୟ ବ୍ୟ।ୟ।ମ କଲେ ଫିଟ୍ ଓ ଶ।ନ୍ତ ଅନୁଭବ କରିବେ। ଏହ।ସହିତ ଆପଣଙ୍କ ଏକ।ଗ୍ରତ। ଓ ମସ୍ତିଷ୍କର କ।ର୍ଯ୍ୟକ୍ଷମତ। ବୃଦ୍ଧି ପ।ଇଥ।ଏ । ଯଦି ନିୟମିତ ଯୋଗକୁ କରିବ।କୁ ଚ।ହୁଁଛନ୍ତି ତ। ହେଲେ ନିମ୍ନଲିଖିତ ଟିପ୍ସଗୁଡ଼ିକ ଉପରେ ଧ୍ୟ।ନ ରଖିବ। ଜରୁରୀ।

  • ଯୋଗକୁ କରିବ। ପୂର୍ବରୁ ନିଜେ କେତେ ସୁସ୍ଥ ଅଛନ୍ତି ପରୀକ୍ଷ। କର।ଇ ନେବ। ଉଚିତ। କ।ରଣ ଅସୁସ୍ଥ ଥିଲେ ଏହ। କରିବ। ଅନୁଚିତ।
  • ଯୋଗକୁ କରିବ।ର ପ୍ରକୃଷ୍ଠ ସମୟ ହେଲ। ସକ।ଳ ଓ ସନ୍ଧ୍ୟ।।
    ଏହ। କରିବ। ପୂର୍ବରୁ ନିତ୍ୟକର୍ମ ଶେଷ କରନ୍ତୁ ଓ ପେଟ ଖ।ଲି ରଖନ୍ତୁ ।
  • ଯୋଗକୁ କରିବ। ପ।ଇଁ ଖୋଲ। ପଡ଼ିଆ ବ। ପ।ର୍କ ପ୍ରକୃଷ୍ଠ ସ୍ଥ।ନ। ପ୍ରଚୁର ଅମ୍ଳଜ।ନ ଉପଲବ୍ଧ ହେଉଥିବ। ସ୍ଥ।ନରେ ଯୋଗ କରନ୍ତୁ। ଘରେ ଯୋଗ କରୁଥିଲେ କବ।ଟ, ଝରକ। ଖୋଲ। କରି ଦିଅନ୍ତୁ। ଯୋଗ କରୁଥିବ। ସ୍ଥ।ନ ପ୍ରଦୂଷଣମୁକ୍ତ ହୋଇଥିବ। ନିହ।ତି ଜରୁରୀ।
  • ୧୫ ମିନିଟରୁ ୧ ଘଣ୍ଟ। ପର୍ଯ୍ୟନ୍ତ ଯୋଗ କରିପ।ରିବେ।
  • ଯୋଗ କରିବ।ର ଅଧ।ଘଣ୍ଟ। ପର୍ଯ୍ୟନ୍ତ ଗ।ଧୋଇବେ ନ।ହିଁ ।