Odia News Portal

ଏହି ୫ଟି କାରଣ, ଯେଉଁଥି ପାଇଁ ବାହାର ପୁରୁଷଙ୍କ ସହ ସମ୍ବନ୍ଧ ରଖିଥାନ୍ତି ବିବାହିତ ମହିଳାମାନେ

ଅନୈତିକ ସମ୍ବନ୍ଧ ବହୁତ ଖରାପ ହେଇଥାଏ । କୌଣସି ଯୁବତୀ ଙ୍କ ର ବିବାହ ପରେ ଅନ୍ୟତ୍ର ସମ୍ବନ୍ଧ ରଖିବା ଖୁବ ଖରାପ ହେଇଥାଏ । ଆଜିକା ସମୟ ରେ ମଧ୍ୟ ଲୋକେ ଏହା କୁ ଖରାପ ନଜର ରେ ଦେଖିଥାନ୍ତି । କିନ୍ତୁ କେହି ବି ଏହା ଜାଣିବାକୁ ଚେଷ୍ଟା କରିନାହାନ୍ତି କି ଏପରି ଘଟଣା ପଛ ର କାରଣ କଣ । ଜଣେ ଯୁବତୀ ଙ୍କ ର ଏହି ସ୍ବପ୍ନ ରହିଥାଏ କି ବିବାହ ପରେ ତାଙ୍କୁ ଏପରି ଏକ ଜୀବନସାଥୀ ମିଳିବ ଯିଏ କି ତାଙ୍କ ର ସବୁ ଦୁଃଖ ସୁଖ ରେ ତାଙ୍କ ର ସମର୍ଥନ କରିବ । ସାରା ଜୀବନ ତାଙ୍କୁ ଖୁସି ରେ ରଖିବାକୁ ଚେଷ୍ଟା କରିବ । ନୂଆ ଘର ନୂଆ ଜୀବନ ସାଥି ଓ ନୂଆ ସଂସାର କୁ ନେଇ ଜଣେ ଯୁବତୀ ଖୁବ ଉତ୍ସାହିତ ରହିଥାନ୍ତି କିନ୍ତୁ ଯଦି ସେହି ଯୁବତୀ ଙ୍କ ର ସ୍ବପ୍ନ ଅଧୁରା ରହିଥାଏ ତେବେ ସେ ତାଙ୍କ ପତି ଙ୍କୁ ଛାଡି ଅନ୍ୟତ୍ର ସୁଖ ଖୋଜିବାକୁ ଚେଷ୍ଟା କରିଥାନ୍ତି । ପତ୍ନୀ ଙ୍କ ର ଅନ୍ୟତ୍ର ସମ୍ବନ୍ଧ ରଖିବା ର ମୁଖ୍ୟ କାରଣ ହେଇଥାଏ ପତି ଙ୍କ ର ଦୁର୍ବଳତା । ଯାହା ଦ୍ୱାରା କି ପତ୍ନୀମାନେ ଅନ୍ୟତ୍ର ସମ୍ବନ୍ଧ ରଖିବାକୁ ମନ ବଳାଇଥାନ୍ତି । ପତ୍ନୀ ଙ୍କୁ ସମୟ ଦେଇ ନ ପାରିବା – ଜଣେ ପତି ଙ୍କ ର ଦାଇତ୍ୱ ରହିଥାଏ କି ପତ୍ନୀ ଙ୍କ ପାଁଇ କିଛି ସମୟ ଦେବା ତାଙ୍କ ସହ କିଛି ରୋମାଣ୍ଟିକ କଥାବାର୍ତା ହେବା । ହେଲେ ଏପରି ଅନେକ କ୍ଷେତ୍ର ରେ ସମ୍ଭବ ହେଇ ନ ଥାଏ । ଯାହା ଦ୍ୱାରା କି ବୈବାହିକ ଜୀବନ ରେ ଝଡ଼ ସୃଷ୍ଟି ହେଇଥାଏ । ଆର୍ଥିକ ସହାୟତା – ଯଦି ଆପଣ ବିବାହ ପରେ ନିଜ ପତ୍ନୀ ଙ୍କ ର ଦାଇତ୍ୱ ଠିକ ରେ ନେଇପାରନ୍ତି ନାହିଁ କୌଣସି ବି ଆର୍ଥିକ ସହାୟତା କରନ୍ତି ନାହିଁ କିମ୍ଭା ପତ୍ନୀଙ୍କ ର ଆବଶ୍ୟକତା କୁ ଧ୍ୟାନ ଦିଅନ୍ତି ନାହିଁ ତେବେ ମଧ୍ୟ ପତ୍ନୀ ମାନେ ଅନୈତିକ ସମ୍ବନ୍ଧ ରଖିଥାନ୍ତି । ଘରୋଇ ହିଂସା – ଯଦି ସର୍ବଦା ଘରୋଇ ହିଂସା ଲାଗି ରହିଥାଏ ତେବେ ମଧ୍ୟ ମାନସିକ ଦୁଶ୍ଚିନ୍ତା ର ଶିକାର ହେଇ ପତ୍ନୀ ମାନେ ଅନ୍ୟତ୍ର ସମ୍ବନ୍ଧ ରଖିବାକୁ ଚେଷ୍ଟା କରିଥାନ୍ତି । ପତ୍ନୀ ଙ୍କ କଥା କୁ ଅଣଦେଖା କରିବା – ଯଦି ଜଣେ ପତି ସର୍ବଦା ପତ୍ନୀ ଙ୍କ କଥା କୁ ଅଣଦେଖା କରିଥାନ୍ତି ତେବେ ବି ପତ୍ନୀ ଅନ୍ୟତ୍ର ସମ୍ବନ୍ଧ ରଖିବାକୁ ମନବଳାଇ ଥାନ୍ତି ।