ସାଧାରଣରେ ଆମ ଦେହ ଖରାପ ହେଲେ ଆମେ ଡାକ୍ତରଖାନା ଯାଇଥାଉ । ହେଲେ ଡାକ୍ତରଖାନରେ ଯେତେବେଳେ ଆଇ.ସି.ୟୁ କଥା ଶୁଣୁ ଆମେ ଡରିଯାଇଥାଉ । ଆଇ.ସି.ୟୁ ର ମାନେ ତ ସମସ୍ତେ ଜାଣିଥାନ୍ତି ହେଲେ ଏହାର ଫୁଲ୍ ଫର୍ମ ଆମେ ଜାଣିନଥାଉ । ତେବେ ଆସନ୍ତୁ ଜାଣିବା ଆଇ.ସି.ୟୁର ଫୁଲ୍ ଫର୍ମ…
ICUର ଫୁଲ୍ ଫର୍ମ ହେଲା Intensive Care Unit ।
