Odia News Portal

ମନ୍ତ୍ର ଜପ ପାଇଁ କାହିଁକି ମାଳା ପ୍ରୟୋଗ କରାଯାଏ ? ଜାଣନ୍ତୁ ….

ଭୁବନେଶ୍ୱର() ହିନ୍ଦୁ ଧର୍ମରେ ମନ୍ତ୍ରର ଅନେକ ମହତ୍ୱ ରହିଛି । ଧାର୍ମିକ ବିଶ୍ୱାସ ଅନୁଯାୟୀ, ମନ୍ତ୍ରରେ ବହୁତ ଶକ୍ତି ରହିଛି । ପ୍ରତ୍ୟେକ ମନ୍ତ୍ର ଦ୍ୱାରା ଭିନ୍ନ ଭିନ୍ନ ପ୍ରଭାବ ଓ ଶକ୍ତି ଉତ୍ପର୍ଣ୍ଣ ହୋଇଥାଏ । ମନ୍ତ୍ର ଜପ କରିବାକୁ ମାଳା ପ୍ରୟୋଗ କରାଯାଇଥାଏ । କିନ୍ତୁ ମନ୍ତ୍ର ଜପ ପାଇଁ ମାଳା କାହିଁକି ପ୍ରୟୋଗ କରାଯାଏ ଜାଣିଛନ୍ତି କି ? ମନ୍ତ୍ର ଜପ ସଂଖ୍ୟାରେ କୌଣସି ଭୁଲ ନ ହେଉ ବୋଲି ମାଳା ପ୍ରୟୋଗ କରାଯାଏ । ସାଧାରଣତଃ ମାଳାରେ ୧୦୮ ବିଡ୍ ଥାଏ । ୨୭ ବିଡ୍, ୫୪ ବିଡ୍ ବିଶିଷ୍ଟ ମାଳା ମଧ୍ୟ ଥାଏ ।