ବିଜ୍ଞାନ ଅନୁସାରେ ବିବାହ କରିବା ପ୍ରତ୍ୟେକ ବ୍ୟକ୍ତି ପାଇଁ ଜରୁରୀ। କାରଣ ଏହା ଦ୍ବାରା ମଣିଷର ଶାରୀରିକ ଓ ମାନସିକ ସ୍ଥିତି ଭଲ ରହେ ।
ବିଜ୍ଞାନ ଅନୁସାରେ ଝିଅମାନେ ୨୫ରୁ ୩୦ ବର୍ଷ ମଧ୍ୟରେ ବିବାହ କରିବା ଜରୁରୀ। ଏହା ସ୍ବାସ୍ଥ୍ୟ ସହ ଆଗାମୀ ଜେନେରେଶନ ପାଇଁ ଭଲ ହୋଇଥାଏ। କାରଣ ଏହି ବୟସ ମଧ୍ୟରେ ଶରୀରରେ ଶକ୍ତିଶାଳୀ ହର୍ମୋନ କ୍ଷରଣ ହୋଇଥାଏ। ଯାହା ଯୁବତୀଙ୍କ ଶାରୀରିକ ଓ ମାନସିକ ସ୍ଥିତି ପାଇଁ ଭଲ ହୋଇଥାଏ।
ସେହିପରି ବିଜ୍ଞାନ ଅନୁସାରେ ପୁଅମାନେ ୨୮ରୁ ୩୨ ବର୍ଷ ମଧ୍ୟରେ ବିବାହ କରିବା ଜରୁରୀ। ଏହି ସମୟରେ ଯୁବକମାନେ ମାନସିକ ଓ ଶାରୀରିକଭାବେ ଫିଟ୍ ଥାନ୍ତି। ଏହି ବୟସରେ ସେମାନଙ୍କଠାରେ ଶକ୍ତିଶାଳୀ ହର୍ମୋନ ଅଧିକ କ୍ଷରିତ ହୋଇଥାଏ। ଫଳରେ ଏହି ସମୟରେ ବାପା ହେବା ପାଇଁ କୌଣସି ସମସ୍ୟା ହୋଇନଥାଏ।