Odia News Portal

ଶବଯାତ୍ରା ଦେଖିଲେ କଣ କରିବେ ?

ଆପଣବି ଜାଣିଛନ୍ତି ପୃଥିବୀରେ ଯିଏ ଜନ୍ମ ନେଇଛି ତାର ମୃତ୍ୟୁ ସୁନିଶ୍ଚିତ । ଭଗବାନ ମଧ୍ୟ ମଣିଷ ଜନ୍ମ ନେଇ ମୃତ୍ୟୁ ବରଣ କରିଥିଲେ । ତେବେ ଆପଣ ବି ଅନେକ ସମୟରେ ବାଟରେ ଯାଉଥିବା ଶବଯାତ୍ରା ଦେଖିଥାନ୍ତି ।
ତେବେ ଅପଣ ବି ଦେଖିଥିବେ କି ଶବଯାତ୍ରା ରେ ରାମନାମ ସତ୍ୟ ହେ ଶଦ୍ଦ ର ପ୍ରୟୋଗ ହୋଇଥାଏ । ଏବଂ ଯାତ୍ରାର ଶେଷ ପର୍ଯ୍ୟନ୍ତ ଲୋକେ ଏହି ଶଦ୍ଦକୁ ବ୍ୟବହାର କରିଥାନ୍ତି । ତେବେ ଆପଣ ଏହି ସମୟରେ ଶିବ ଶିବ ଶଦ୍ଦ କୁ ଉଚ୍ଚାରଣ କରନ୍ତୁ । ଏହା ଦ୍ୱାରା ଯେଉଁ ବ୍ୟକ୍ତି ଆମô୍ା ଶରୀର ଛାଡି ଯାଇଥାଏ ତାକୁ ପ୍ରଣାମ ଜଣାଇବା ଦ୍ୱାରା ଆପଣଙ୍କ ସବୁ ଦୁଃଖ ସେ ନିଜ ସହିତ ନେଇଥାନ୍ତି ।