ଭୁବନେଶ୍ୱର() ଜୀବନରେ ଏମିତି ଅନେକ ବିଷୟରେ ଜାଣିବା ପାଇଁ ଆମେ ଆଗ୍ରହ କରିନଥାଉ । ଯାହା ପରେ ଆମକୁ ଦରକାର ପଡିଥାଏ । କିଛି ସାଧାରଣ ପ୍ରଶ୍ନ ପାଇଁ ବେଳେ ବେଳେ ଇଣ୍ଟରଭ୍ୟୁରେ ପାସ ହୋଇନଥାଉ ।
ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ OK ର ଫୁଲ ଫର୍ମ କଣ ? ଏହା ମଣିଷ ନିଜ ଜୀବନରେ ସବୁବେଳେ ବ୍ୟବହାର କରିଥାଏ ।ଆସନ୍ତୁ ଜାଣିବା …
OK ର ଫୁଲ ଫର୍ମ ହେଲା OBJECTION KILLED।
