ଭଗବାନ ପୁରୁଷଙ୍କ ପାଇଁ ନାରୀ ଓ ନାରୀ ପାଇଁ ପୁରୁଷକୁ ବନେଇଛନ୍ତି । ପୁରୁଷଙ୍କ ବିନା ନାରୀ ବା ନାରୀ ବିନା ପୁରୁଷ ଜୀବନ ଅତିବାହିତ କରିବା କଷ୍ଟକର । ହେଲେ ଖାଲି ନାରୀ ସୁନ୍ଦର ହେଲେ ପୁରୁଷ କେବଳ ଖୁସି ରହେନା । ପ୍ରତ୍ୟକ ପୁରୁଷ ତାଙ୍କ ସାଥୀ ଠାରୁ ଅଧିକ କିଛି ଚାହିଁଥାଏ । ଆସନ୍ତୁ ଜାଣିବା ପୁରୁଷ ତାଙ୍କ ସାଥୀଠାରୁ କଣ ଆଶା କରିଥାନ୍ତି ।
୧-ନାରୀ ଯେତେ ଅସୁନ୍ଦର ହେଲେ ବି ସେ ସର୍ବଗୁଣ ସମ୍ପନ୍ନା ହୋଇଥିବ ।
୨-ଭଲମନ୍ଦ ସମୟରେ ପୁରୁଷକୁ ବିନା ସର୍ତ୍ତରେ ସହଯୋଗ କରୁଥିବ ।
୩-ଶାନ୍ତ ସ୍ୱଭାବର ହୋଇଥିବା ଦରକାର ।
୪-ବୁଦ୍ଧିମତୀ ହେଇଥିବା ସହ ବିଭିନ୍ନ ସମୟରେ ଉତ୍ତମ ପରାମର୍ଶ ଦେଉଥିବ ।
୫-କଳିପି୍ରୟ ହୋଇନଥିବ ।
୬-ସମସ୍ତଙ୍କୁ ସାଙ୍ଗରେ ସେଇ ବା ନିଜ ପରିବାରକୁ ସାଙ୍ଗରେ ନେଇ ଏକ ସୁନ୍ଦର ସଂସାର ଚଳାଇବାର ଦକ୍ଷତା ଥିବା ଆବଶ୍ୟକ ।
୭-ରୋଷେଇରେ ଆଗ୍ରହ ଓ ଶରୀର ପ୍ରତି ଯତ୍ନବାନ ହୋଇଥବା ଦରକାର ।
