ସାଧାରଣରେ ଶୁଣିବାକୁ ମିଳେ ବିବାହ ପରେ ଝିଅ ମାନେ ମୋଟା ହୋଇଯାନ୍ତି । ହେଲେ ଏହାର କାରଣ ହୁଏତ ଆପଣ ଜାଣିନଥିବେ । ତେବେ ଆସନ୍ତୁ ଜାଣିବା ଏହାର ପ୍ରକୃତ କାରଣ …
ଏକ ଗବେଷଣାରୁ ଜଣାପଡିଛି କି ବିବାହର ୫ବର୍ଷ ପରେ ୮୨% ଯୁବତୀଙ୍କ ଓଜନ ବଢିଥାଏ ।
ବୈବାହିକ ଜୀବନର ଆରମ୍ଭରେ ଝିଅ ମାନଙ୍କ ଭିତରେ କେତେ ପ୍ରକାର ଇମୋସନାଲ ଓ ହରମୋନାଲରେ ପରିର୍ବତନ ଆସିଥାଏ । ସେକସୁଆଲ ଲାଇଫରେ ଆକଟିଭ ହେବା ମଧ୍ୟ ଓଜନ ବଢିବାର କାରଣ ହୋଇଥାଏ ।
ଅନ୍ୟକାରଣ ହେଲା ବିବାହ ପରେ ଝିଅ ମାନଙ୍କୁ ଅନ୍ୟଘରେ ଆଡଜେଷ୍ଟ କରିବାକୁ ପଡିଥାଏ । ଆଡଜେଷ୍ଟ ହେବା ପାଇଁ ଝିଅମାନେ ଚିନ୍ତା ମଧ୍ୟ କରିଥାନ୍ତି । ଏଥିପାଇଁ ସେମାନଙ୍କର ଓଜନ ମଧ୍ୟ ବଢିଥାଏ ।