ଭୁବନେଶ୍ୱର : ଦୀପାବଳି ପାଇଁ କମିସନରେଟ ପୋଲିସ ପକ୍ଷରୁ ଆଡ଼ଭାଇଜରି ଜାରି ହୋଇଛି । ସନ୍ଧ୍ୟା ୮ଟାରୁ ରାତି ୧୦ଟା ଯାଏ ବାଣ ଫୁଟାଇହେବ । ଏହା ବ୍ୟତୀତ ଲାଇସେନ୍ସ ପ୍ରାପ୍ତ ଦେକାନୀଙ୍କଠୁ ବାଣ କିଣିବାକୁ ପରାମର୍ଶ ଦିଆଯାଇଛି ।
ଏହାସହ ୧୨୫ଡ଼େସିବେଲକୁ ଅଧିକ ଶଦ୍ଦ କରୁଥିବା ବାଣ ନିଷେଧ କରାଯାଇଛି । ଦୀପାବଳିରେ କେହି ଚାଇନା ବାଣ ଫୁଟାଇ ପାରିବେନି ବୋଲି ସୂଚନା ମିଳିଛି
