Odia News Portal

ଜିତିଲା ମହିଳା ହକି ଟିମ୍

ଭୁବନେଶ୍ବର : ଆଜି କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ଅଲିମ୍ପିକ ଯୋଗ୍ୟତା ପର୍ଯ୍ୟାୟ ମହିଳା ହକିରେ ବିଜୟ ଲାଭ କରିଛି ଭାରତ ।

ଆମେରିକାକୁ ୫-୧ ଗୋଲରେ ହରାଇ ବିଜୟର ମୁକୁଟ ପିନ୍ଧିଛି ଭାରତୀୟ ଦଳ । ଓଡିଆ ଝିଅ ଲିଲିମା ମିଞ୍ଜ ଦେଇଛନ୍ତି ମ୍ୟାଚର ପ୍ରଥମ ଗୋଲ୍ …