Odia News Portal

ରାୟଗଡ଼ା ପୋଲିସର ଏନ୍‌କାଉଣ୍ଟର

ରାୟଗଡ଼ା: ରାୟଗଡ଼ା ପୋଲିସର ଏନ୍‌କାଉଣ୍ଟର। ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଶିବା ଆହତ। ତାର ଗୋଡରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାକୁ ପ୍ରଥମେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରାଯାଇଛି। ଶିବା ନାଁରେ ଅପହରଣ ଓ ଲୁଟ୍‌ ଭଳି ମାମଲା ରହିଛି।