ଭୁବନେଶ୍ୱର : ଅଙ୍ଗନୱାଡ଼ି ଓ ଡାକ୍ତରଖାନାରେ ଖୋଲିବ ଆଧାର କେନ୍ଦ୍ର । ଶୂନରୁ ୫ ବର୍ଷ ବୟସର ଶିଶୁଙ୍କ ଆଧାରକାର୍ଡ ପଞ୍ଜିକରଣ ଉପରେ ଗୁରୁତ୍ବାରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ ।
୩ ମାସ ମଧ୍ୟରେ ପ୍ରମୁଖ ଡାକ୍ତରଖାନା ଓ ଅଙ୍ଗନୱାଡ଼ି କେନ୍ଦ୍ରରେ ଖୋଲିବ ଆଧାର କେନ୍ଦ୍ର ।ଆଧାର ଡିଜିଙ୍କ ସହ ବୈଠକ ପରେ ଆଇଟି ସଚିବ ଏହି ସୂଚନା ଦେଇଛନ୍ତି । ଅଙ୍ଗନୱାଡ଼ି ଓ ଡାକ୍ତରଖାନାରେ ଖୋଲିବ ଆଧାର କେନ୍ଦ୍ର ଭୁବନେଶ୍ବର