Odia News Portal

ଯୁବ ବିଜ୍ଞାନୀଙ୍କୁ ସମ୍ମାନିତ କଲେ ନବୀନ

ସେପଟେ ବିଜ୍ଞାନ ଓ କାରିଗରୀ କୌଶଳ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି ଖୁବଶୀଘ୍ର ରାଜ୍ୟର ସବୁ ଜିଲ୍ଲାରେ ସାଇନ୍ସ ପାର୍କ ଖୋଲିବ । ପ୍ରଥମ ପର୍ଯ୍ୟାୟରେ ୧୦ ଓ ପରେ ୧୦ଟି ଲାଗି ପ୍ରସ୍ତୁତି ସରିଛି । କୌଶଳ ବୃଦ୍ଧି ଲାଗି ବିଜ୍ଞାନ ଶିକ୍ଷକଙ୍କୁ ବେଙ୍ଗାଲୁରୁ ପଠାଯିବ । ଏହା ସହ ରାଜ୍ୟରେ ଆଉ ୨ଟି ପ୍ଲାନେଟୋରିଅମ ହେବ । ମୋଟ୍ ୩୦ଜିଲ୍ଲାରୁ ୬୨ହଜାର ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ମାତ୍ର ୨୦ଜଣ ପୁରସ୍କୃତ ହୋଇଛନ୍ତି ।