Odia News Portal

ମଣ୍ଡିକୁ ଘୋଡାରେ ଆସିଲା ମାଣ୍ଡିଆ

ଭୁବନେଶ୍ୱର : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଆନ୍ଧ୍ର ଓଡିଶା ସୀମାନ୍ତ ନକ୍ସଲ ଉପଦ୍ରୁତ ଅ ।ଦିବାସୀ ବହୁଳ  ମାଓ ପ୍ରବଣ ଉପାନ୍ତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ବଡ଼ପଡ଼ା ଠାରେ ଆଜି  ଓଡିଶାର କୃଷି ମନ୍ତ୍ରୀ  ଡ଼ଃ ଅରୁଣ କୁମାର ସାହୁ, ଓଡ଼ିଶାର କୃଷି ବିଭାଗୀୟ ପ୍ରିନସିପାଲ ସେକ୍ରେଟାରୀ ଡ଼ଃ ସୌରଭ ଗଙ୍ଗ, ଓଡିଶାର କୃଷି ବିଭାଗୀୟ ନିର୍ଦେଶକ ଡ଼ଃ ଏମ.ମୁଥୁକୁମାର, କେବିକେ ପ୍ରଶାସକ ଏସପି ଠାକୁର, ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲ, ଓଡିଶା ମିଲେଟ ମିଶନ ର ଷ୍ଟେଟ କୋଅଡିନେଟର ଦୀନେଶ ।ଲାମ, ମାଲକାନଗିରି କୃଷି ଅଧିକାରୀ ରାମଚନ୍ଦ୍ର ପଟ୍ଟନାୟକ, ମାଲକାନଗିରି ଅ ।ଦିବାସୀ ଉର୍ନୟନ ପରିଷଦ  ଅଧ୍ୟକ୍ଷ ମାନସ ମାଡ଼କାମି,ଜିଲ୍ଲାପରିଷଦ ଅଧକ୍ଷ ଦଶରଥ ପଡିଅ ।ମି,  ଚିତ୍ରକୋଣ୍ଡା ତହସିଲଦାର ଟି.ପଦ୍ମନାଭ ଦୋରା ଓ ଚିତ୍ରକୋଣ୍ଡା ବିଡ଼ିଓ ଲରିମନ ଖରସେଲଙ୍କ  ସହ ବହୁ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତ ରେ ହଜାର ହଜାର କୃଷି ଙ୍କ ଗହଣରେ ମନ୍ତ୍ରୀ ମାଣ୍ଡିଆ ମଣ୍ଡି ଉଦଘାଟନ କରାଯାଇଥିଲା ।
ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ମାଣ୍ଡିଅ । ·ଷ ବହୁଳ ପରିମାଣରେ ଓଡିଶା ମିଲେଟ ମିଶନ, ମାଲକାନଗିରି କୃଷି ବିଭାଗ ଓ ଶିଶୁ ଓ ମହିଳା କଲ୍ୟାଣ ସମିତି ସହଯୋଗ ଓ ସହାୟତାରେ ଉକ୍ତ ଅଞ୍ଚଳରେ ୧୮୬୨ ଜଣ ·ଷୀ ଶ୍ରୀପ୍ରଣାଳୀରେ, ଧାଡ଼ି ରୁଅ ।, ଧାଡ଼ିକି ଧାଡ଼ି ମାଣ୍ଡିଅ । ·ଷ କରି ଲ୍ୟାମ୍ପରେ ମାଣ୍ଡିଆ ·ଷର କୃଷି ପଞ୍ଜିକରଣ କରାଯାଇ ୫୦୦୦-ପାଞ୍ଚ ହଜାର  କୁଇଣ୍ଟାଲ ମାଣ୍ଡିଅ । ମାଣ୍ଡିରୁ ମାଣ୍ଡିଅ । କିଣିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଅ ।ଜି ମନ୍ତ୍ରୀ ମାଣ୍ଡିଅ । ମଣ୍ଡି ଉଦଘାଟନ କରିସାରିବା ପରେ ଏବଂ ମନ୍ତ୍ରୀ ଙ୍କ ଉପସ୍ଥିତିରେ  ଦୁଇ ଶହ ରୁ ଉର୍ଦ୍ଧ କୁଇଣ୍ଟାଲ ମାଣ୍ଡିଅ । କିଣାଯାଇଥିଲା ।
ଏକ କୁଇଣ୍ଟାଲ ମାଣ୍ଡିଅ । ପିଛା ୩୧୫୦ ଟଙ୍କା ମୂଲ୍ୟ ରେ କିଣାଯାଇଥିଲା  । ଫଳରେ ଜଣେ ·ଷୀ ·ଷରୁ ଲାଭବାନ ହେବା ସହ  ଜୀବିକା ନିର୍ବାହ ହୋଇ ପାରିବେ ।
ଏଥିପାଇଁ ସ୍ୱାଭିମାନ ଅଞ୍ଚଳବାସୀ ଅଧିକ ଲାଭ ପାଉଥିବାରୁ ସରକାର ଙ୍କୁ ଧନ୍ୟବାଦ ଦେବା ସହ ଉପାନ୍ତ ଅଞ୍ଚଳ ରୁ ଶତାଧିକ ଘୋଡା ରେ ·ଷୀମାନେ ମାଣ୍ଡିଅ । ବୋହି ଅ ।ଣି ମଣ୍ଡି ରେ ବିକ୍ରି କରିଥିଲେ । ମାଣ୍ଡିଅ ।ର ଉପକାରୀତା  ସମ୍ପର୍କରେ ·ଷୀ ମାନଙ୍କୁ ବୁଝାଇବା ସହ ସ୍ୱାଭିମାନ ଅଞ୍ଚଳ ରେ ·ଷୀ ତଥା ·ଷର ବିକାଶ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅହରହ ଚିନ୍ତା କରୁଛନ୍ତି ବୋଲି ମନ୍ତ୍ରୀ ସାହୁ ପ୍ରକାଶ କରିଥିଲେ ।
ଯେଉଁ ଅଞ୍ଚଳ କୁ ଦିନେ ଲୋକ କିମ୍ବା ସରକାରୀ କର୍ମ·ରୀ  ଅ ।ସିବାକୁ ଭୟ କରୁଥିଲେ  ସେହି ସ୍ୱାଭିମାନ ଅଞ୍ଚଳ ବିକାଶ ପାଇଁ ପ୍ରତି ମାସ ରେ ବିଭିନ୍ନ ବିଭାଗର  ମନ୍ତ୍ରୀ ଓ ସଚିବ ଅ ।ସି ପହଂଚୁ ଛନ୍ତ । କିଛି ଦିନ ତଳେ ମାନ୍ୟବର ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଅ ।ସି ଶିକ୍ଷକ କ୍ଲଷ୍ଟର ଶିଳାନ୍ୟକ୍ଷସ କରିଥିଲେ ଅ ।ହୁରି ମଧ୍ୟ ସ୍ୱାଭିମାନ ବିକାଶ ପାଇଁ ସରକାରଙ୍କ ଉଦ୍ୟମ ଜାରି ରହିବ ବୋଲି ମନ୍ତ୍ରୀ କହିଥିଲେ ।