Odia News Portal

ଜଟଣୀ ଅଞ୍ଚଳରୁ ପୁଣି ଜବତ ହେଲା ଧଳା ଜହର

ଭୁବନେଶ୍ବର : ଜଟଣୀ ଅଞ୍ଚଳରୁ ପୁଣି ଜବତ ହେଲା ଧଳା ଜହର । ୪୦ ଗ୍ରାମ୍ ବ୍ରାଉନସୁଗାର ସହ ନଗଦ ୧ ଲକ୍ଷ ୧୦ ହଜାର ଜବତ କରିଛି ପୋଲିସ । ଏହାସହ ଗୋଟିଏ କାର୍ ଜବତ କରିଛି କମିଶନରେଟ୍ ପୋଲିସ । ଗିରଫ ଯୁବକ ରମ୍ଭାର ବଳରାମ ସାହୁ ।

ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୪ ଲକ୍ଷ ଟଙ୍କା । ବାଲେଶ୍ବରରୁ ବ୍ରାଉନସୁଗାର ଆଣି ବିଭିନ୍ନ ସ୍ଥାନରେ ଯୋଗାଉ ଥିଲା ବଳରାମ ।