Odia News Portal

ମନ୍ତ୍ରୀ ଗାଇଲେ ଭଜନ : ଫଟୋ ଭାଇରାଲ୍

ଭୁବନେଶ୍ବର : ମନ୍ତ୍ରୀ ଗାଇଲେ ଭଜନ।  ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ହେ ମାଧବ ଭଜନ ଗାଇଛନ୍ତି । ଷ୍ଡୁଡିଓରେ ଏହି ଗୀତ ସେ ରେକର୍ଡ କରିଥିବାର  ଭିଜୁଆଲ୍ ଏବେ ବେସ୍ ଭାଇରାଲ୍ ହୋଇଛି ।

ପୂର୍ବରୁ ବିଭିନ୍ନ ସମୟରେ ସେ ଭଜନ ଗାଇଥିବାରୁ ଭିଜୁଆଲ୍  ଭାଇରାଲ୍ ହୋଇଥିଲା । ତେବେ ହେ ମାଧବ ଭଜନ ସେ ଷ୍ଟୁଡିଓରେ ରେକର୍ଡ କରିଛନ୍ତି ।