Odia News Portal

ଜବତ ହେଲା ୮୦୦ କିଲୋ ଗଞ୍ଜେଇ ଓ ୨୭ବସ୍ତା ଭାଙ୍ଗ

ଗ଼ଞ୍ଜାମ : ଜବତ ହେଲା ୮୦୦ କିଲୋ ଗଞ୍ଜେଇ ଓ ୨୭ବସ୍ତା ଭାଙ୍ଗ । ପିକଅପ୍‌ ଭ୍ୟାନ୍‌ ସହ ୨ ଜଣଙ୍କୁ ଗିରଫ କରିଛି ଗ଼ଞ୍ଜାମ ଜିଲ୍ଲା ଆସିକା ପୋଲିସ । ଗିରଫ ଦୁଇ ଜଣ ଚନ୍ଦନପୁରର ଅନିଲ ଦାସ ଓ ନୟାଗଡ଼ ଓଡଗାଁର ଜ୍ୟୋତିପ୍ରକାଶ ମହାପାତ୍ର ।

ଭ୍ୟାନ୍‌ଟି ମୋହନାରୁ ପୁରୀ ଆସୁଥିବାବେଳେ ଆସିକା ନିକଟ ଦାସନାପଲ୍ଲୀ ଗାଁରୁ ଜବତ ହୋଇଛି ଗଞ୍ଜେଇ ଓ ଭାଙ୍ଗ ।