Odia News Portal

ପୁଣି ଲେଉଟିଲା ଶୀତ

ଭୁବନେଶ୍ବର : ପୁଣି ଲେଉଟିଲା ଶୀତ । ସାରା ରାଜ୍ୟରେ ପୁଣି ଶୀତ ଲହରି । ରାଜ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ପାଇଛି । ଆସନ୍ତା ୨ ତିନି ଦିନ ଶୀତ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ବ୍ରହ୍ମପୁରରେ ମଧ୍ୟ ପୁଣି ଥରେ ଶୀତର ଅନୂଭୂତ ହେଉଛି । ରାତି ପାହିଲେ ଏହାର ମଜା ଉଠାଇବାକୁ ଖେଳ ପଡିଆରେ ଛୋଟରୁ ବଡ ପର୍ଯ୍ୟନ୍ତ ଲୋକଙ୍କ ଭିଡ଼ ଜମୁଛି ।