Odia News Portal

ବିଜେଡିରେ ମିଶିଲେ କଣ୍ଟାବାଞ୍ଜି ଓ ମାଲକାନଗିରିରିର ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ

ଭୁବନେଶ୍ବର: ଆଜି ବିଜେଡିରେ ମିଶିଲେ କଣ୍ଟାବାଞ୍ଜି ଓ ମାଲକାନଗିରିରିର ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ: ନବୀନ ନିବାସରେ ଦଳ ମୁଖିଆଙ୍କ ଉପସ୍ଥିତିରେ ମିଶିଲେ,


ଶତାଧିକ କର୍ମୀଙ୍କ ମିଶ୍ରଣ ଦଳକୁ ମଜବୁତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି