Odia News Portal

କ’ଣ ଦେଖି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନଙ୍କର ଉଡିଲା ହୋସ୍‌

ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ୍‌ ଖାନ ଦେଶର ଅବସ୍ଥା ସହିତ ପାରିବାରିକ ମାମଲା ପାଇଁ ବହୁତ ଚିନ୍ତାରେ ଅଛନ୍ତି। ଏଥର ତାଙ୍କ ଚିନ୍ତା ବା ସମସ୍ୟା ହୋଇ ଛିଡା ହୋଇଛନ୍ତି ତାଙ୍କ ପ୍ରଥମ ସ୍ତ୍ରୀ ଜେମିମା ଗୋଲ୍ଡସ୍ମିଥ୍‌। ସେ ଟ୍ଵିଟ ମାଧ୍ୟମରେ ଇମରାନ୍‌ ଖାନଙ୍କୁ ସିଧା ଟାର୍ଗେଟ କରିଛନ୍ତି।

ଜେମିମା ଟ୍ଵିଟରରେ ଏକ ପୋଷ୍ଟର ପୋଷ୍ଟ କରିଛନ୍ତି। ଏହି ପୋଷ୍ଟରରେ ଇମରାନ୍‌ ଖାନଙ୍କ ବ୍ୟତୀତ ଜେମିମା ନଜର ଆସୁଛନ୍ତି। ଏହାସହିତ ପୋଷ୍ଟରରେ ଆଉ ଜଣେ ବୁର୍ଖା ପିନ୍ଧା ମହିଳା ମଧ୍ୟ ନଜର ଆସୁଛନ୍ତି। ସେ ଏହି ପୋଷ୍ଟକୁ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ତୁମେ କେସା ଜାଦୁ କିଆ?’।