Odia News Portal

ଭିଜିଲାନ୍ସ ଜାଲରେ ପ୍ରଧାନ ଶିକ୍ଷୟିତ୍ରୀ

କଟକ  : ଭିଜିଲାନ୍ସ ଜାଲରେ ପ୍ରଧାନ ଶିକ୍ଷୟିତ୍ରୀ। ଦୁଇ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ । କଟକ ଜିଲ୍ଲା ତୁଳସୀପୁର ରଙ୍ଗଣିସାହି ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ରଶ୍ମିପ୍ରଭା ଶତପଥୀଙ୍କୁ ଗିରଫ କରିଛି ।

୪ ଜଣଙ୍କ ପିଲାଙ୍କ ପାଇଁ ଏଲ୍‌ଆଇସି ଫର୍ମର ଦସ୍ତଖତ କରିବାକୁ ଉଦୟ ନାଥ ପ୍ରଧାନଙ୍କଠାରୁ, ଦୁଇ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଖୋର୍ଦ୍ଧା ଭିଜିଲାନ୍ସ ଅଧିକାରୀଙ୍କ ହାତରେ ଧରା ପଡିଛନ୍ତି ।