Odia News Portal

HDI ବିକାଶରେ ଶ୍ରେଷ୍ଠ ୧୦ ରାଜ୍ୟରେ ସ୍ଥାନ ପାଇଛି ଓଡ଼ିଶା

ଭୁବନେଶ୍ବର  : ମାନବ ବିକାଶ ସୂଚୀ ନେଇ SBI ରିପୋର୍ଟ ପ୍ରକାଶ ପାଇଛି । HDI ବା ହ୍ୟୁମାନ ଡେଭଲପମେଣ୍ଟ ଇଣ୍ଡେକ୍ସ ବିକାଶରେ ଓଡ଼ିଶା ଶ୍ରେଷ୍ଠ ୧୦ ରାଜ୍ୟରେ ସ୍ଥାନ ପାଇଛି । ପୂର୍ବ ଭାରତରେ HDI ବିକାଶରେ ସବୁଠାରୁ ଭଲ ପ୍ରଦର୍ଶନ କରିଛି । ସାମାଜିକ ବ୍ୟୟ କ୍ଷେତ୍ରରେ CAGR ରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି । ମୁଣ୍ଡ ପିଛା ଆୟ ବିକାଶରେ ବି ଓଡ଼ିଶା ଶ୍ରେଷ୍ଠ ପ୍ରଦର୍ଶନ କରିଛି ।