ରାୟଗଡ଼ା: ରାୟଗଡ଼ାରେ କାଠ ବୋଝେଇ ଟ୍ରକକୁ ଲକ୍ଷେରୁ ଅଧିକ ଟଙ୍କାର ଫାଇନ୍ । ୧ ଲକ୍ଷ ୧୦ହଜାର ୮୦୦ଟଙ୍କା ଜରିମାନା କଟିଛି । ଟ୍ରକ ପରିମିଟ୍ ନଥିବା ଓ ଟ୍ୟାକ୍ସ ଦେଉନଥିବାରୁ ଜରିମାନା ପଡ଼ିଛି ।
ଆନ୍ଧ୍ରପ୍ରଦେଶରୁ ରାୟଗଡା ଆସିଥିଲା ଟ୍ରକ । ଚେକିଂ ବେଳେ ଧରାପଡ଼ିଥିଲା । ରାୟଗଡା ଆରଟିଓ ପକ୍ଷରୁ ଏହି ଫାଇନ୍ କଟାଯାଇଛି ।
