Odia News Portal

ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଆର୍‌ଟିଓ

ନବରଙ୍ଗପୁର :  ଭିଜିଲାନ୍ସ ଜାଲରେ ନବରଙ୍ଗପୁର RTO । ଆୟବହିଃର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ RTO ଗିରଫ ହୋଇଛନ୍ତି। ଗିରଫ ଆର୍‌ଟିଓ ହେଲେ ଗଣେଶ କଅଁର । ଗିରଫ ପରେ ଗଣେଶ କଅଁରଙ୍କୁ କୋର୍ଟ ଚାଲାଣ କରାଯାଇଛି।

ଭିଜିଲାନ୍ସର ୬ଜଣିଆ ଟିମ୍‌ ୬ ସ୍ଥାନରେ ଚଢାଉ କରିଥିଲେ। ଜୟପୁର ଭିଜିଲାନ୍ସ SP ଶଶିଶେଖର ମହାପାତ୍ର ଏହି ସୂଚନା ଦେଇଛନ୍ତି।