Odia News Portal

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ୫ ଓଡିଆଙ୍କ ଜୀବନ

ପଶ୍ଚିମବଙ୍ଗ ସିଲିଗୁଡିରେ କାଲିଙ୍ଗପଙ୍ଗ ପୋଲିସ ଷ୍ଟେସନ ନିକଟରେ ବଡ ଧରଣର ଦୁର୍ଘଟଣା । ଦୁର୍ଘଟଣାରେ ୫ ଓଡ଼ିଆଙ୍କ ମୃତ୍ୟୁ ହୋଇଛି । ସେମାନେ ଏକ ଟାଟା ସୋମୋରେ ଯାଉଥିବା ବେଳେ ଗାଡିଟି ୧୦୦ ଫୁଟ ତଳକୁ ଖସିପଡିଥିଲା ।

ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଗୁରୁତର ଅଛନ୍ତି । ସେମାନେ ସମସ୍ତେ ଗୋଟିଏ ପରିବାରର । ସମସ୍ତେ ରତିକାନ୍ତ ନନ୍ଦଙ୍କ ପରିବାର ବୋଲି ଜଣାପଡିଛି ।