Odia News Portal

ପଦ୍ମ ଛାଡି ଶଙ୍ଖ ଫୁଙ୍କିଲେ କାକଟପୁର ବିଜେପି ପ୍ରାର୍ଥୀ

ଭୁବନେଶ୍ବର : ପଦ୍ମ ଛାଡି ଶଙ୍ଖ ଫୁଙ୍କିଲେ କାକଟପୁର ବିଜେପି ପ୍ରାର୍ଥୀ ତୁଷାରକାନ୍ତି ବେହେରା। ଆଜି ସେ ନବୀନ ନିବାସରେ ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ତୁଷାରଙ୍କୁ ବିଜେପି କାକଟପୁର ବିଧାନସଭାରୁ ପ୍ରାର୍ଥୀ ଘୋଷଣା କରିଥିଲା।