ପୁରୀ : ୮୪ତମ ଉତ୍କଳ ଦିବସ ପାଳିତ । ପୁରୀ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପାଳନ କରାଯାଇଛି ଉତ୍କଳ ଦିବସ। ଏହି ଅବସରରେ ଉତ୍କଳ ପାଇଁ ଆଣିଥିବା ଗର୍ବ ଓ ଗୌରବ ସମସ୍ତ ମହାପୁରୁଷଙ୍କୁ ଫୁଲ ପୁଷ୍ପ ଦୀପ ଦାନ କରିଛନ୍ତି।
ଗତ କାଲି ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ଭୁତାଣୁ (କୋଭିଠ-୧୯) ସଂକ୍ରମଣକୁ ଦୃଷ୍ଟିରେ ରଖି ଓଡ଼ିଶା ଦିବସ ପାଳନ ପାଇଁ କଟକଣା ଜାରି ହୋଇଛି।