ଝାରସୁଗୁଡା : ସମଗ୍ର ଦେଶ ଲକଡାଉନରେ ଥିବା ବେଳେ ଝାରସୁଗୁଡା ଜିଲ୍ଲାରେ ଚାଲିଛି ବେଧଡକ ବିଦେଶୀ ମଦ କାରବାର । ଖବରପାଇ ଝାରସୁଗୁଡା ଅବକାରୀ ବିଭାଗ ବିଟିଏମ ସ୍ଥିତ ଭ୍ରମର ପରିଡାଙ୍କ ଘରେ ଚଢାଉ କରିଥିଲା ।
ଚଢାଉରେ ପାଖାପାଖି ୮୦ହଜାର ଟଙ୍କା ବିଦେଶୀ ମଦ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ।
Recover your password.
A password will be e-mailed to you.