Odia News Portal

ଏହି ୩ଟି ସ୍ଥାନରେ ଚାଲିବ ଓଲା ଓ ଉବେର

ଭୁବନେଶ୍ୱର : ଲକ୍‌ଡାଉନ୍‌ରେ ଓଲା ଓ ଉବେରକୁ ଅନୁମତି ମିଳିଛି। ତେବେ କେବଳ କଟକ, ଭୁବନେଶ୍ୱରଏବଂ ରାଉରକେଲା ସହରରେ ଏହି ଗାଡି ଗଡ଼ିବ।

ରୋଗୀଙ୍କୁ ନେବା ଆଣିବା କ୍ଷେତ୍ରରେ ଏହା ବ୍ୟବହାର ହେବ ବୋଲି ନିଷ୍ପତ୍ତି ହୋଇଛି। ତେବେ ଏସବୁ ଗାଡ଼ିର ଗତିବିଧି ଉପରେ ନଜର ରଖିବେ ସ୍ଥାନୀୟ ଆର୍‌ଟିଓ।