Odia News Portal

ପୁରୀ ସହରରେ ଚାଲିଛି ଡ୍ରେନ ସଫେଇ

ପୁରୀ : ବର୍ଷା ଋତୁ ଆସିବା ପୂର୍ବରୁ ସଫା କରାଯାଉଛି ପୁରୀ ସହରର ବଡ଼ ବଡ଼ ହେନ୍ତି । ସୁବିଧାରେ ଜଳ ନିଷ୍କାସନ ପାଇଁ ଏହି ପଦକ୍ଷେପ ନିଆଯାଇଛି। ଏହି କ୍ରମରେ ନୀଳଚଳ ଅର୍ବାନହାଟ ନିକଟସ୍ଥ ଧୋବାସାହି ପାଖରେ ମିଳିତ ହେଉଥିବା ଗଙ୍ଗାଯମୁନା ମୁଖ୍ୟ ଢେନ୍ ଏବଂ ଏଥିସହିତ ବଡ଼ଦାଣ୍ଡରୁ ଆସୁଥିବା ରେଡ୍‌କ୍ରସ ରୋର ଢେନ୍‌କୁ ସଂଯୁକ୍ତ କରାଯାଇଛି ।

ଯୁଦ୍ଧକାଳୀନ । ଭିରିରେ ଦୁରାବିତ ଭାବେ ଏହି ସବୁ ହେଗୁଡିକୁ ସଫେଇ କରାଯାଉଛି । ଏହା ଫଳରେ ବଡ଼ଦାଣ୍ଡ ଓ ଶ୍ରୀକ୍ଷେତ୍ର କଲୋନୀରୁ ସହଜରେ ଜଳ ନିଷ୍କାସନ ହୋଇପାରିବ।