Odia News Portal

ରାଜଧାନୀରେ ନକଲି ମହିଳା ଆଇପିଏସ ପରେ ଧରାପଡ଼ିଲା ନକଲି ଇନିସପେକ୍ଟର

ଭୁବନେଶ୍ବର : ରାଜଧାନୀରେ ନକଲି ମହିଳା ଆଇପିଏସ ପରେ ଧରାପଡ଼ିଲା ନକଲି ଇନିସପେକ୍ଟର । ବରଗଡ ଅଞ୍ଚଳରୁ ଖଣ୍ଡଗିରି ଥାନା ପୋଲିସ ଗିରଫ କରିଛି ।

ନିଜକୁ ଖଣ୍ଡଗିରି ଥାନା ଅଧିକାରୀ ପରିଚୟ ଦେଇ ମାମଲାର ରଫାଦଫା କରିବାକୁ ଜଣେ ଯୁବତୀଙ୍କୁ ଫୋନ କରିଥିଲା ।