ରାଜସ୍ଥାନର କୁଇକ ଆକ୍ସନ ଫୋର୍ସରେ କାମ କରୁଥିବା ଓଡିଶା ନିମାପଡାର ଯବାନ ରାଜେଶ କୁମାର ସାହୁଙ୍କ ମୃୁତ୍ୟ ହୋଇଥିବା ଖବର ମିଳିଛି। ତାଙ୍କ ସହିତ ଆଉ ଦୁଇଜଣ ଯବାନଙ୍କର ମଧ୍ୟ ମୃତ୍ୟୁ ଘଟିଥିବା ନେଇ ରାଜେଶଙ୍କ ପରିବାର ନିକଟକୁ ଏକ ଫୋନ କଲ ଜରିଆରେ ସୂଚନା ମିଳିଛି।
ଏବେ ଲକଡାଉନ ଚାଲିଥିବା ବେଳେ କିପରି ତାଙ୍କ ମର ଶରୀର ଘରକୁ ଫେରିବ ସେ ନେଇ ପରିବାର ଚିନ୍ତାରେ।