Odia News Portal

ଖାକିରେ ଲାଗିଲେ କଳଙ୍କର ଛିଟା

ଭୁବନେଶ୍ବର : ଖାକିରେ ଲାଗିଲେ କଳଙ୍କର ଛିଟା । କ୍ୟାପିଟାଲ ଥାନାର କାର୍ଯ୍ୟରତ ଏଏସଆଇଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ। ବିବାହାର ପ୍ରଲୋଭନ ଦେଖାଇ ଏଏସଆଇ  ଜଣକ ଜଣେ  ଯୁବତୀଙ୍କୁ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଥିଲା।

ମହିଳା ଥାନାରେ ଯୁବତୀ ଜଣକ ଏଏସଆଇଙ୍କ ନାମରେ ଏତଲା ମଧ୍ୟ ଦାୟର କରିଥିଲେ । ଏହି ଘଟଣାରେ କମିଶନରେଟ  ପୋଲିସ କାର୍ଯ୍ୟନୁଷ୍ଠାନ ନେଇ ଏଏସଆଇଙ୍କୁ ନିଲମ୍ବିତ କରିଛି।