Odia News Portal

କ୍ବିକ୍ ଆକ୍ସନ ଟିମ୍ ଓ କ୍ୟାପିଟାଲ ଥାନା ଜବତ କଲା ୩୨ ଲିଟର ମଦ, ୨ ଗିରଫ

ଭୁବନେଶ୍ବର : ଲକଡାଉନରେ ବେଶ୍ ଜମୁଛି ଚୋରା ମଦ ବ୍ୟବସାୟ। ସକ୍ରୀୟ ହୋଇ ଉଠିଛନ୍ତି  କିଛି ଚୋରା ମଦ ବେପାରୀ।

ଗତକାଲି କମିଶନରେଟ ପୋଲିସର କ୍ବିକ୍ ଆକ୍ସନ ଟିମ୍ ଓ କ୍ୟାପିଟାଲ ଥାନାର ଅଧିକାରୀ  ମିଳତ ଭାବେ  ଚଢାଉ କରି ୪୮ ବୋତଲ  ବିୟର, ୨ ବୋତଲ  ହ୍ବିସ୍କି,(ମୋଟ ୩୨.୭ ଲିଟର) ଓ ନଗଦ ୫୦୭୦ ଟଙ୍କା ଜବତ କରିଛନ୍ତି। ଏହା ସହିତ ୨ ଟି ବାଇକ ଓ  ଦୁଇଜଣ ଅଭିଯୁକ୍ତକୁ ଗିରଫ କରି କେସ୍ ରେଜିଷ୍ଟ୍ରେସନ କରିଛି କିମିଶନରେଟ ପୋଲିସ।