Odia News Portal

ବିଜେପୁର ବିଧାୟକ ପଦରୁ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା

ଭୁବନେଶ୍ୱର : ଶେଷରେ ଯାହା ପୂର୍ବାନୁମାନ କରାଯାଉଥିଲା ତାହା ହିଁ ହେଲା। ବିଜେପୁର ବିଧାୟକ ପଦରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇସ୍ତଫା ଦେଇଛନ୍ତି। ହିଂଜିଲି ଆସନ ହାତରେ ରଖିଛନ୍ତି। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ସେ ଏନେଇ ଅବଗତ କରାଇଛନ୍ତି।