Odia News Portal

ଏଫଆଇଏଚ୍ ପୁରୁଷ ହକି ସିରିଜ୍ ଫାଇନାଲ୍ : ଭାରତର ଦ୍ୱିତୀୟ ବିଜୟ

ଭୁବନେଶ୍ୱର : ପୁରୁଷ ହକିରେ ଆଜି ଭାରତର ଦ୍ୱିତୀୟ ବିଜୟ ହୋଇଛି । ପୋଲାଣ୍ଡକୁ ୩-୧ ଗୋଲରେ ପରାସ୍ତ କରିଛି ଭାରତ ।

ଅଧିନାୟକ ମନପ୍ରୀତ ସିଂହଙ୍କୁ ୨ ଓ ହରମନପ୍ରୀତ ସିଂହଙ୍କୁ୧ ଗୋଲ ମିଳିଛି । କାଲି ୧୦-୦ ଗୋଲରେ ରୁଷିଆକୁ ପରାସ୍ତ କରିଥିଲା ଭାରତ ।