ପୁରୀ : ପୁରୀରେ ପହଞ୍ଚିଲା ରଥ ଦଉଡ଼ି, ଓଡ଼ିଆ ସମବାୟ କତା ନିଗମରୁ ପହଞ୍ଚିଲା ୨୦ଟି ଦଉଡି, ୨୦ ଦଉଡି ମଧ୍ୟରୁ ୧୪ ରଥା ଟାଣା ପାଇଁ , ଅନ୍ୟ ୬ଟି କର୍ଡ଼ନ ଦଉଡି । ଏହା ସହିତ ପୁରୀରେ ଆଜି ରାତିରୁ ୧୪୪ ଧାରା ଜାରି ହେବ। ବିନା ଭକ୍ତରେ ହେବ ଚଳିତ ବର୍ଷର ଦେବସ୍ନାନ ପୂର୍ଣ୍ଣିମା।
ସୀମିତ ସଂଖ୍ୟକ ସେବାୟତ ଓ କୋଭିଡ-୧୯ ସାମାଜିକ କଟକଣା ମଧ୍ୟରେ ଏହି ଯାତ୍ରା ହେବ। ମୋଟ୍ ୩୭ ପ୍ଲାଟୁନ୍ ଫୋର୍ସ ସହ ୧୫୦ ଅଫିସର ମୁତୟନ ହେବେ । ରାତି ଗୋଟାଏରୁ ମହାପ୍ରଭୁଙ୍କ ପହଣ୍ଡି ହେବ।