ଭୁବନେଶ୍ୱର : ଭାରତୀୟ କ୍ରିକେଟ ଟିମକୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତକାଲି ଶ୍ରୀଲଙ୍କା ସହ ମୁହାଁମୁହିଁ ହୋଇଥିଲା ଭାରତ ଟିମ ।
ସେଥିରେ ଭଲ ପ୍ରଦର୍ଶନ ଦେଖାଇ ଭାରତ ଟିମ ବିଜୟଲାଭ କରିଥିଲା । ତେଣୁ ପରବର୍ତ୍ତୀ ମ୍ୟାଚ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।
Recover your password.
A password will be e-mailed to you.