Odia News Portal

କଳିଙ୍ଗ ଟିଭିର ୫ମ ସ୍ୱନକ୍ଷତ୍ର ଉତ୍ସବ

ଭୁବନେଶ୍ବର : ଗଣତବର ସୁରକ୍ଷା ପାଇଁ ଗଣମାଧ୍ୟମର ଭୂମିକା ଯଥେଷ୍ଟ ଗୁରୁତ୍ୱ ବହନ କରେ ବୋଲି କଳିଙ୍ଗ ଟିଭିର ୫ମ ସ୍ୱନକ୍ଷତ୍ର ଉତ୍ସବ ଅବସରରେ ରବିବାର ବିଶିଷ୍ଟ ସାମ୍ବାଦିକ ତଥା ଦି ନିଉ ଇଣ୍ଡିଆନ୍ ଏକ୍ସପ୍ରେସ୍ର ସମ୍ପାଦକ ନେି ର୍ଦ୍ଦଶକ ପ୍ରଭୁ ଚାୱାଲା ପ୍ରକାଶ କରିଛନ୍ତି । ସୂଚନା ପ୍ରଦାନ କରିବା ସାମ୍ବାଦିକଙ୍କ କାମ ଏବଂ କୌଣସି ମତାମତ ଦେବା
ସାମ୍ବାଦିକଙ୍କ କାମ ନହେବା ଉଚିତ ବୋଲି ଶ୍ରୀ ଚାୱାଲା କହିବା ସହ କହିଲେ, ୭୦-୮୦ ଦଶକର ସାମ୍ବାଦିକତାଠାରୁ ଏବକାର
ସାମ୍ବାଦିକତାରେ ଭିନତ୍ନ ।
ଦେଖା ଦେଇଛି ବୋଲି କହିଥିଲେ । ଗଣମାଧ୍ୟମର ଧର୍ମ ହେଉଛି ଲୋକଙ୍କ ସହ ଯୋଗାଯୋଗ ରକ୍ଷା
କରିବା ଏବଂ ଏଥିପାଇଁ ଗଣମାଧ୍ୟମ ଲୋକଙ୍କ ଉପରେ ନିର୍ଭର କରି ପରିଚାଳିତ ହୋଇଥାଏ । ମାତ୍ର ଗଣମାଧ୍ୟମ ଏହି ନୀତିଠାରୁ ଦୂରେଇ ଯାଉଥିବାରୁ ଅନେକ କ୍ଷେତ୍ରରେ ଗଣମାଧ୍ୟମ ତାର ଗୁରୁତ୍ୱ ହରାଇ ବସୁଥିବା ପରିଲକ୍ଷିତ ହେଉଛି । ଏହି ପରିପ୍ରେକ୍ଷୀରେ ଗଣମାଧ୍ୟମ ନିଜର ନେତ÷ ିକ ମୂଲ୍ୟବୋଧ ଓ ପ୍ରତିବଦ୍ଧତାକୁ ବଜାୟ ରଖବି ।
ଉଚିତ ବୋଲି ସେ କହିଥିଲେ । ଅନ୍ୟତମ ଅତିଥି ଭାବେ ବିଶିଷ୍ଟ ରାଜନୀତଜ୍ଞି ତଥା ବିଧାୟକ ନରସିଂହ ମିଶ୍ର କହିଲେ, ଗଣମାଧ୍ୟମ ନିର୍ଭିକ ନହେଲେ ଗଣତବ ବଂଚିବ ନାହିଁ। ସେ କହିଲେ ସମସ୍ତ ବୈଦ୍ୟୁତକି ଓ ଛାପା ଗଣମାଧ୍ୟମ ମୁକ୍ତ ଓ ନଭି ର୍ିକ ସମ୍ବାଦ ପରିବେଷଣ ପ୍ରତି ଧ୍ୟାନ ଦେବା ଉଚିତ । ଅନ୍ୟର କ୍ଷତି ପହଁଚାଇବା ଭଳି ସମ୍ବାଦ ପରିବେଷଣ କରୁଥଵେ । ଗଣମାଧ୍ୟମ ସମାଜର କ୍ଷତି ପହଁଚାଇଥାଏ । ନ୍ୟାୟପାଳିକା, କାର୍ଯ୍ୟପାଳିକା ଓ ବ୍ୟବସ୍ଥାପିକାରେ ଦ୍ରୁତ ଅବକ୍ଷୟ ଦେଖାଦେଇଛି । ଏହା ଗଣତବ ପ୍ରତି ବପି ଦ ବୋଲି ଶ୍ରୀ ମିଶ୍ର କହିଥିଲେ ।
ଏପରି ଅବସ୍ଥାରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂଣ୍ଣ ।ର୍ ଗଣତବର ସୁରକ୍ଷା ପାଇଁ ଗଣମାଧ୍ୟମଗୁଡ଼ିକ ଦାୟିତ୍ୱ ସଂପନ୍ନ ଭାବେ ସେମାନଙ୍କ କାର୍ଯ୍ୟ ତୁଲାଇବା ଆବଶ୍ୟକ । ସାଂସଦ ଭର୍ତୃହରି ମହତାବ  ଅତିଥି ଭାବେ ଯୋଗଦେଇ କହିଲେ, ସମାଜର ବଭିନ ସମସ୍ୟା
ଲୋକ ଲୋଚନକୁ ଆଣିବାରେ ଗଣମାଧ୍ୟମର ଗୁରୁ ଦାୟିତ୍ୱ ରହିଛି । ଏ କ୍ଷେତ୍ରରେ କଳିଙ୍ଗ ଟିଭି ନିଷ୍ପକ୍ଷ ଭାବେ ବଭି ିନ୍ନ ସମସ୍ୟାକୁ ଲୋକଲୋଚନକୁ ଆଣିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । କଳିଙ୍ଗ ଟିଭି ସବୁବେଳେ ସମ୍ବାଦ ପରିବେଷଣ କ୍ଷେତ୍ରରେ ଗଠନମୂଳକ ଭୂମିକା ଗ୍ରହଣ କରିଆସିଛି, ଯାହା କି ବେଶ ପ୍ରଶଂସନୀୟ । ଯେଉଁ କାର୍ଯ୍ୟ ପାଇଁ ଗଣମାଧ୍ୟମ ଉଦ୍ଦିଷ୍ଟ ଏବଂ ଯେଉଁମାନଙ୍କୁ ଜଗିବା ହେଉଛି ଗଣମାଧ୍ୟମର କାମ ସେହିମାନଙ୍କ ଉପରେ ବତର୍ମ ।ନ ଗଣମାଧ୍ୟମ ନିର୍ଭରଶୀଳ । ଏହା ଗଣମାଧ୍ୟମ ପ୍ରତି ଶୁଭଙ୍କର ନୁହେଁ । ଦିନ ଥିଲା, ହାତଗଣତି ଖରାପ ଲୋକ ଥଲେ, ମାତ୍ର ଏବେ ହାତଗଣତି ଭଲ ଲୋକ ଅଛନ୍ତି । ସମାଜ ପ୍ରତି ପ୍ରତିବଦ୍ଧତା ନରହି ଗଣମାଧ୍ୟମଗୁଡ଼ିକରେ କାମ କଲେ ଚତୁର୍ଥ ସ୍ତମ୍ଭ ବପି ଦ ଆଡ଼କୁ ଚାଲିଯିବ ବୋଲି ସେ କହିଥେô ଲ । ଓଡିଶ଼।ରେଥିବା । ଗଣମାଧ୍ୟମଗୁଡିକ଼ ଭୁବନେଶ୍ୱର ବ୍ୟତୀତ ଓଡିଶ଼ ।ର ଅନ୍ୟ ଅଂଚଳଗୁଡ଼ିକ ପ୍ରତି ସମାନ ଗୁରୁତ୍ୱ ପ୍ରଦାନ କରିବା ଉଚିତ ।
ଗଣମାଧ୍ୟମ ଉପାନ୍ତ ଅଂଚଳରେ ପହଂଚି ସେଠାକାର ସମସ୍ୟାକୁ ଲୋକଲୋଚନକୁ ଆଣିବା ଦରକାର । ଏ କ୍ଷେତ୍ରରେ କଳିଙ୍ଗ
ଟିଭିର କାର୍ଯ୍ୟ ଉଲ୍ଲେଖନୀୟ । କଳିଙ୍ଗ ଟିଭି ଭଳି ଅନ୍ୟ ଗଣମାଧ୍ୟମଗୁଡ଼ିକ ଓଡିଶାର ଉପାନ୍ତ ଅଂଚଳର ସମସ୍ୟାକୁ ଲୋକ ଲୋଚନକୁ ଆଣିବା ଉଚତି  । ଗଣମାଧ୍ୟମକୁ ନିଷ୍ପକ୍ଷ ହେବା ପାଇଁ ସାହସ ଦରକାର ଏବଂ ଯେଉଁମାନେ ସାହସ କରିଥାନ୍ତି, ସେମାନଙ୍କୁ ଇତିହାସ ସବୁଦିନ ପାଇଁ ମନେରଖିଥାଏ ବୋଲି ଶ୍ରୀ ପୂଜାରୀ କହିଥିଲେ । ରାଜ୍ୟ ସୂଚନା ଓ ଲୋକସମ୍ପର୍କ ତଥା ଜଳସମ୍ପଦ ମବୀ ରଘୁନନ୍ଦନ ଦାସ କହିଲେ, କଳିଙ୍ଗ ଟିଭି ସକାରାତ୍ମକ, ଗଠନମୂଳକ ଓ ନିଷ୍ପକ୍ଷ ସମ୍ବାଦ ପରିବେଷଣ କ୍ଷେତ୍ରରେ ଓଡିଶ଼ ।ରେ ଅଗଣି ଭୂମିକା ଗ୍ରହଣ କରିଛି । କଳିଙ୍ଗ ଟିଭିର ଏହି ଧାରା ଆଗକୁ ବଜାୟ ରହିବ ବୋଲି ସେ ଆଶା ପୋଷଣ କରିଥିଲେ । କଳିଙ୍ଗ ଟିଭିର ପ୍ରତଷ୍ଠି ।ତା ଅଚ୍ୟୁତ ସାମନ୍ତ କହିଲେ, କଳିଙ୍ଗ ଟିଭି ପ୍ରତିଷ୍ଠା ଦିନଠାରୁ ସକାରାତ୍ମକ ଓ ଗଠନମୂଳକ ସମ୍ବାଦ ପରିବେଷଣକୁ ଗୁରୁତ୍ୱ ଦେଇ ଆସୁଛି । ଏହା ହେଉଛି କଳିଙ୍ଗ ଟିଭିର ମୂଳ ମବ । କଳିଙ୍ଗ ଟିଭି ପ୍ରତଷ୍ଠି । ହେବା ଦିନଠାରୁ ସମାଜ କିମ୍ବା କୌଣସି ବ୍ୟକ୍ତି ବିଶେଷଙ୍କୁ କ୍ଷତି ପହଂଚାଇବା ଭଳି ସମ୍ବାଦ ପରିବେଷଣ କରିନାହିଁ । କଳିଙ୍ଗ ଟିଭିର ସମ୍ବାଦ
ପରିବେଷଣ କ୍ଷେତ୍ରରେ ପରିଚାଳନାମଣ୍ଡଳୀ କେବେ ବି ହସ୍ତକ୍ଷେପ କରିନାହ