କେନ୍ଦ୍ରାପଡା : ପାଟକୁରା ଯୁବ ଛାତ୍ର ସମାବେଶରେ ମନ୍ତ୍ରୀ ,
ବିଧାୟକ, ଯୁବ ନେତା ଏବଂ କେନ୍ଦ୍ରାପଡା ଜିଲ୍ଲାର ଛାତ୍ର ନେତା ଦେବୀପ୍ରସାଦ ଲେଙ୍କାଙ୍କ ଉପସ୍ଥିତି ରେ ଛାତ୍ର କଂଗ୍ରେସ ଜିଲାସଭାପତି କେନ୍ଦ୍ରାପଡା ପୁରଞ୍ଜିତ ବରାଳ (ସିଲୁ) ବିଜୁ ଛାତ୍ର ଜନତା ଦଳରେ ଯୋଗଦାନ ଦେଲେ ,
ଦେବୀପ୍ରସାଦ ଲେଙ୍କା ତାଙ୍କୁ ସ୍ୱାଗତ କରିଥଲେ ।