Odia News Portal

ଜୁଆ ଆଡ୍ଡା ଉପରେ ଚଢାଉ : ୧୭ ଜଣ ଗିରଫ

ବ୍ରହ୍ମପୁର: ବ୍ରହ୍ମପୁର ବଡ ବଜାର ଥାନା ପୋଲିସ ପକ୍ଷରୁ ଚଢାଉ । ଏକ ଜୁଆ ଆଡ୍ଡା ଉପରେ ଚଢାଉ କରି ୧୭ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୨୬ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଓ ୧୨ଟି ମୋବାଇଲ ଫୋନ୍‌ ଜବତ ହୋଇଛି ।

ବଡ ବଜାର ଥାନା ଅର୍ନ୍ତଗତ ପ୍ରହଲ୍ଲାଦନଗର ପ୍ରଥମ ଲାଇନରେ ଦୀର୍ଘ ଦିନ ଧରି ଏହି ଆଡ୍ଡା ଚାଲି ଆସୁଥିଲା ।