କଟକ : ମାତ୍ର ଦିନକ ପରେ ଓଡ଼ିଶାବାସୀଙ୍କୁ ଦେଖିବାକୁ ମିଳିବ ଉଚ୍ଚକୋଟୀର ଟେବୁଲ ଟେନିସ୍। ଆସନ୍ତା ୧୭ରୁ ୨୨ କଟକର ଜବାହରଲାଲ୍ ନେହେରୁ ଇନ୍ଡୋର ଷ୍ଟାଡ଼ିୟମରେ ଆରମ୍ଭହେବ ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍ ଚମ୍ପିଆନସିପ୍। ତେବେ ପ୍ରତିଯୋଗିତା ପାଖେଇ ଆସୁଥିବା ବେଳେ ପ୍ରତିଯୋଗୀ ଦଳଙ୍କ ସଂଖ୍ୟାରେ ହ୍ରାସହେବା ଦେଖିବାକୁ ମିଳିଛି।


