Odia News Portal

ଯୁବତୀଙ୍କ ଘର ଉପରକୁ ବୋମା ମାଡ଼

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ଡେରିକିରେ ଫୁଟିଲା ବୋମା । ପ୍ରେମ ଜନିତ କାରଣରୁ ଯୁବତୀଙ୍କ ଘର ଉପରକୁ ବୋମା ମାଡ଼ ହୋଇଛି । ବୋମାମାଡ଼ କରିବା ବେଳେ  ଜଣେ ଯୁବକ ଆହତ ହୋଇଥିବା ସୂଚନା ।

ଆହତ ଯୁବକ ଜଣଙ୍କ ଜଗତସିଂହପୁର ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଅନ୍ୟ ୨ ସହଯୋଗୀ ନାଉଗାଁ ଥାନାରେ ଅଟକ ରହିଛନ୍ତି । ଯୁବକଙ୍କ ଠାରୁ ଏକ ବନ୍ଧୁକ ମଧ୍ୟ ଜବତ ହୋଇଛି।