ଭୁବନେଶ୍ଵର : ଆଜି ଆଉ ୧୬୭୩ କରୋନା ଆକ୍ରାନ୍ତ ହୋଇଛନ୍ତି ସୁସ୍ଥ । ଟ୍ବିଟ କରି ସୂଚନା ଦେଲା ସ୍ବାସ୍ଥ୍ୟ ବିଭାଗ। ଆଜିର ସୁସ୍ଥଙ୍କ ମଧ୍ୟରେ ଅଛନ୍ତି ଗଞ୍ଜାମର ୩୮୯, ଖୋର୍ଦ୍ଧାର ୧୭୭, ସୁନ୍ଦରଗଡର ୧୬୩,କଟକର ୧୨୬, କୋରାପୁଟର ୧୨୦, ପୁରୀର ୧୦୦, ସମ୍ବଲପୁରର ୬୧,ବରଗଡର ୫୦, କେନ୍ଦୁଝରର ୪୭, ରାୟଗଡାର ୪୭, କନ୍ଧମାଳର ୪୬, ନୟାଗଡର ୩୫, ଯାଜପୁରର ୩୪, ଗଜପତିର ୩୩, କେନ୍ଦ୍ରାପଡାର ୩୧, ବାଲେଶ୍ବରର ୩୦, ମାଲକାନଗିରିର ୨୮, ଭଦ୍ରକର ୨୬, ମୟୂରଭଞ୍ଜର ୨୫, ଢେଙ୍କାନାଳର ୨୪, କଳାହାଣ୍ଡିର ୨୧, ବଲାଙ୍ଗିରର ୧୫, ସୋନପୁରର ୧୪, ନବରଙ୍ଗପୁରର ୧୧, ଜଗତସିଂହପୁରର ୮, ଝାରସୁଗୁଡାର ୬, ଅନୁଗୁଳର ୪, ବୌଦ୍ଧ ଓ ନୂଆପଡାରୁ ଜଣେ ଲଖାଏଁ ଆକ୍ରାନ୍ତ କରୋନାରୁ ଆରୋଗ୍ୟ ଲାଭ କରିଥିବାର ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ। ଏହି ସୁସ୍ଥ ମାନଙ୍କୁ ମିଶାଇ ୩୬୪୭୮ରେ ।