ଜଳେଶ୍ୱର : ୭୪ ତମ ସ୍ୱାଧୀନତା ଦିବସ ଅବସରରେ ବାଲୁକା ଶିଳ୍ପୀ ଅଜୟ କୁମାର ଘୋଷ ବାଲିରେ ୧୦୧ ଜଣ ସ୍ବାଧୀନତା ସଂଗ୍ରାମୀଙ୍କ ମୁଖ ମଣ୍ଡଳ ଆଙ୍କିଛନ୍ତି ।
ବାଲୁକା ଶିଳ୍ପୀ ଅଜୟ ୧୦ ଫୁଟ ଉଚ୍ଚତାରେ ୧୦୧ ଜଣ ସ୍ୱାଧୀନତା ସଂଗ୍ରୀମୀଙ୍କ ମୁଖ ମଣ୍ଡଳ ଆଙ୍କିଛନ୍ତି । ଏହାକୁ ସେ ୨ ଦିନ ଧରି ପ୍ରସ୍ତୁତ କରିଛନ୍ତି ।