Odia News Portal

ଆଜି ଭୁବନେଶ୍ୱରରୁ ୩୩୨ କରୋନା ଚିହ୍ନଟ

ଭୁବନେଶ୍ୱର : ଭୁବନେଶ୍ୱରରେ ଆଜି ଆଉ ୩୩୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ୱାରାଣ୍ଟାଇନରୁ ୧୭୩ ଜଣ ଆକ୍ରାନ୍ତ ହୋଇଥିବା ବେଳେ ସ୍ଥାନୀୟ ଭବେ ୧୫୯ ଚିହ୍ନଟ ହୋଇଛନ୍ତି । ଏନେଇ ବିଏମ୍ସି ପକ୍ଷରି ଟ୍ୱିଟ୍‌ ଯୋଗେ ସୂଚନା ଦିଆଯାଇଛି ।

ସୂଚନା ମୁତାବକ ଚନ୍ଦ୍ରଶେଖର ପୁରରୁ ୧୩ ଜଣ ଚିହ୍ନଟ ହୋଇଥିବା ବେଳେ ଝାରପଡ଼ା ଜଗନ୍ନାଥ ନଗରରୁ ୧୧, ଭରତପୁରରୁ ୬ ଓ ସାଲିଆ ସାହିରୁ ୪ଜଣ ଚିହ୍ନଟ ହୋଇଛନ୍ତି ।