Odia News Portal

ମା ଖଣ୍ଡୁଆଳି ଉଠା ବ୍ୟବସାୟୀ ସଂଘ ତରଫରୁ ରକ୍ତଦାନ ଶିବିର

ଭୁବନେଶ୍ୱର : ମା ଖଣ୍ଡୁଆଳି ଉଠା ବ୍ୟବସାୟୀ ସଂଘ ଓ ଭୁବେଶ୍ଵର ମହାନଗର ନିଗମ ମିଳିତ ଉଦ୍ୟମରେ ଶହୀଦନଗର କଲ୍ୟାଣ ମଣ୍ଡପରେ ଏକ ରକ୍ତଦାନ ଶିବିର ଅନଷ୍ଠିତ ହୋଇ ୩୧ ୟୁନିଟ ରକ୍ତ ଭୁନେଶ୍ଵର ମହାନଗର ନିଗମ ବ୍ଲଡ଼ ବ୍ୟାଙ୍କ ଦ୍ୱାରା ସଂଗୃହୀତ କରାଯଇଥିଲା ।

ଆଜିର ଏହି କାର୍ଯ୍ୟକ୍ରମରେ ନିଖିଳ ଉଠା ବ୍ୟବସାୟୀ ସଂଘ ଓଡ଼ିଶାର ସଭାପତି ମହେଶ୍ୱର ବଳ, ନାରାୟଣ ମହାପାତ୍ର, ସମ୍ପାଦକ ସହିଦନଗର ଦୁର୍ଗା ପୂଜା ସମିତି, ପୂର୍ବତନ କର୍ପୋରେଟର ଶ୍ରୀମତି ଶାଶ୍ବତୀ ମିଶ୍ର, ସରୋଜ ପାତ୍ର, ଲଲିତ ମୋହନ ପଣ୍ଡା, ଦିଲ୍ଲୀପ ପଟନାୟକ, ମଳୟ ରଞ୍ଜନ ମହାପାତ୍ର, ଆଶିଷ ପଟନାୟକ, ମନୋଜ ରାଉଳ, ରଂଜନ ସାମଲ, ଉତ୍କଳ ବ୍ୟବସାୟୀ ସଂଘ ର ମନୋଜ ସ୍ୱାଇଁ, ଧୀରେନ୍ଦ୍ର ସ୍ୱାଇଁ,

ଗଦାଧର ପଣ୍ଡା, ଖଣ୍ଡୁଆଳି ସଂଘର ସଭାପତି ଉମାନାଥ୍ ମିଶ୍ର, ପି . ରଂଜନ ସୁବୁଦ୍ଧି, ଦୀନବନ୍ଧୁ ସାହୁ, ଜଗନ୍ନାଥ ସାହୁ, ଦୀପକ୍ ସାହୁ, ସୂର୍ଯ୍ୟକାନ୍ତ ସାହୁ, ହେମନ୍ତ ନାୟକ, ଉପସ୍ଥିତ ରହି ପରିଚାଳନା କରିଥିଲେ ।