ଭୁବନେଶ୍ୱର : ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କୁ କରୋନା। କୋଭିଡ-୧୯ ପରୀକ୍ଷଣରେ ପଜିଟିଭ୍ ଆସିଥିବା ନିଜେ ଟ୍ୱିଟ୍ କରି ଜଣାଇଲେ ବିଧାୟକ।
ତାଙ୍କର କୌଣସି ଲକ୍ଷଣ ନାହିଁ, ସଂଗରୋଧରେ ଅଛନ୍ତି। ମଧୁମେହରେ ଥିବାରୁ ଡାକ୍ତରଙ୍କ ପରାମର୍ଶ ନେଉଛନ୍ତି। ବିଧାୟକଙ୍କ ଡ୍ରାଇଭର କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏବେ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଟ୍ୱିଟ୍ କରି ଜଣାଇଲେ ବିଧାୟକ।