Odia News Portal

ଅସିତ ତ୍ରିପାଠୀ ହେଲେ ଓଡିଶାର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ

ଠିକ୍ ସେହିପରି ପୂର୍ତ୍ତ ବିଭାଗର ସଚିବ ତଥା ଜଣେ ଦକ୍ଷ ପ୍ରଶାସକ ଭାବେ ଜଣାଶୁଣା ଡଃ କ୍ରିଷନ କୁମାର ଙ୍କୁ ଶ୍ରୀ ଜଗନ୍ନାଥ ମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି । ସେହିପରି ସୁରେଶ ମହାପାତ୍ରଙ୍କୁ ନୂତନ ଉନ୍ନୟନ କମିସନର ଏବଂ ପ୍ରଦୀପ୍ତ ମହାପାତ୍ରଙ୍କୁ କୃଷି ଉତ୍ପାଦ କମିସନର ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ଆଗାମୀ ୧୯ ତାରିଖରୁ ଏହି ନିଯୁକ୍ତି କାର୍ଯ୍ୟକାରୀ ହେବ ।